ଠକା Ṭhakā

  • ଦେ. ବି. (ସଂ. ସ୍ଥଗ୍ ଧାତୁ) — ଠକେଇ; ଠକିବା କର୍ମ — Cheating; deception
  • ପ୍ରାଦେ. (ସମ୍ବଲପୁର) ବିଣ — ଠିକ୍ — Correct; right
  • ପ୍ରାଦେ. (ସମ୍ବଲପୁର) ବିଣ — ଅସଲ; ଖାଣ୍ଟି — Genuine; original
  • କ୍ରି. ବିଣ — ଠିକ୍ରୂପେ; ଆଚ୍ଛା — Well; currently
  • କ୍ରି. ବିଣ — (ଯଥା—ତୁ ଠକା କହିଲୁ=ତୁ ଠିକ୍ କହିଲୁ।)