ଠଉଁ Ṭhauñ
- ଦେ. ଅ. (ପଞ୍ଚମୀ ବିଭକ୍ତିସୂଚକ ପ୍ରତ୍ୟୟବିଶେଷ; ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ) — ରୁ; ଠାରୁ — From
- ଦେ. ଅ. (ପଞ୍ଚମୀ ବିଭକ୍ତିସୂଚକ ପ୍ରତ୍ୟୟବିଶେଷ; ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ) — (ଯଥା—କଟକ ଠଉଁ ପୁରୀ 54 ମାଇଲ।) — (ଯଥା—କଟକ ଠଉଁ ପୁରୀ54ମାଇଲ)
- ଦେ. ଅ. (ପଞ୍ଚମୀ ବିଭକ୍ତିସୂଚକ ପ୍ରତ୍ୟୟବିଶେଷ; ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ) — ଅପେକ୍ଷା — Than
- ଦେ. ଅ. (ପଞ୍ଚମୀ ବିଭକ୍ତିସୂଚକ ପ୍ରତ୍ୟୟବିଶେଷ; ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ) — (ଯଥା—ସେ ମୋ ଠଉଁ 5 ବର୍ଷ ବଡ଼।) — (ଯଥା—ସେ ମୋ ଠଉଁ5ବର୍ଷ ବଡ଼)