ଟୋଲା Ṭolā
- ପ୍ରାଦେ. — (ପୁରୀ) ପୁରୀ ଜିଲ୍ଲା ରାହାଙ୍ଗର ପ୍ରଥମ ଅଧିବାସୀ ବୈଦିକ ବ୍ରାହ୍ମଣମାନଙ୍କ ବଂଶର ପୂର୍ବ ମର୍ଯ୍ୟାଦାସୂଚକ ଉପାଧିବିଶେଷ — A distinguishing title of some Brahman families of Puri district
- ପ୍ରାଦେ. — (ଯଥା—ଟୋଲା ମିଶ୍ରେ।)
- ପ୍ରାଦେ. — (ସମ୍ବଲପୁର) (ତୁଳ. ବଂ. ଓ ହି. ଏହି ଅର୍ଥରେ ଏହି ଶବ୍ଦ)—ଟୁଲା (ଦେଖ) — Ṭulā (See)
- ଦେ. ବିଣ — ଟୋଲକା (1) (ଦେଖ) — ଟୋଲକା(1)(ଦେଖ)Ṭolakā (1) (See)