ଟୋଲକ Ṭolaka
- ଦେ. ବି. — (ସଂ. ପିଣ୍ଡୀତକ)—ବୋଇତି କଖାରୁ — The red pumpkin
- ଦେ. ବି. — ପାନ ଖେତରେ ଅତିରିକ୍ତ ପିଡ଼ିଆ ଦେବା ହେତୁ ପାନରେ ଧରିବା ଏକପ୍ରକାର ରୋଗ — A kind of disease infecting betel leaves
- ଦେ. ବି. — ଗୋରୁ ମଇଁଷି ଆଦିଙ୍କୁ ଧରିବା ରୋଗବିଶେଷ — A kind of cattle-disease
- ଦେ. ବି. — [ଦ୍ର—ଏ ରୋଗ ହେଲେ ଗୋରୁ ଆଦିଙ୍କ ଜିଭରେ ଘାଆ ହୁଏ, ଦାନ୍ତ ହଲେ ଓ ଦେହରେ ଉତ୍ତାପ ବଢ଼ି ଯାଏ; ସେମାନେ ନିଃଶ୍ୱାସ ମାରିଲା ବେଳେ ପେଲି ହୁଅନ୍ତି; ଆଗ ଗୋଡ଼ରେ ଛୋଟେଇ ଛୋଟେଇ ଚାଲନ୍ତି, ଏବଂ 2 ୳ (ଅଢ଼େଇ) ଦିନକାଳ କିଛି ଖାଇ ପାରନ୍ତି ନାହିଁ।] — [ଦ୍ର—ଏ ରୋଗ ହେଲେ ଗୋରୁ ଆଦିଙ୍କ ଜିଭରେ ଘାଆ ହୁଏ, ଦାନ୍ତ ହଲେ ଓ ଦେହରେ ଉତ୍ତାପ ବଢ଼ି ଯାଏ; ସେମାନେ ନିଃଶ୍ୱାସ ମାରିଲା ବେଳେ ପେଲି ହୁଅନ୍ତି; ଆଗ ଗୋଡ଼ରେ ଛୋଟେଇ ଛୋଟେଇ ଚାଲନ୍ତି, ଏବଂ2୳ (ଅଢ଼େଇ) ଦିନକାଳ କିଛି ଖାଇ ପାରନ୍ତି ନାହିଁ]