ଟୋପଲି Ṭopali

  • ପ୍ରାଦେ. (ମେଦିନୀପୁର) ବି. (ତୁଳ. ବଂ. ଏହି ଶବ୍ଦ ଏହି ଅର୍ଥରେ) — ଛୋଟବୋକଚା ବା ବୁଜୁଳା; ସାନ ପୋଟଳା — A small package or parcel