ଟୋଟା Ṭoṭā

  • ଦେ. ବି. (ଇଂ. କାରଟ୍ରିଜ୍) — ବନ୍ଧୁକରେ ପୁରାଇ ଫଏର କରିବା ନିମନ୍ତେ ପ୍ରସ୍ତୁତ ବାରୁଦ ଓ ଗୁଳିପୂର୍ଣ୍ଣ ନଳୀ; କାରତୁସ୍ — Cartridge