ଟେବଲ୍ Ṭebal

  • ବୈଦେ. ବି. (ଇଂ. ଟେବ୍ଲ) — ମେଜ; ପାଦବିଷିଷ୍ଟ କାଷ୍ଠ ପ୍ରସ୍ତରାଦିରେ ପଟା — Table
  • ବୈଦେ. ବି. (ଇଂ. ଟେବ୍ଲ) — [ଦ୍ର—ଚଉକି ବା ଚେଆରରେ ବସିବା ଲୋକ ଟେବୁଲ ଉପରେ ବହି ଓ ରଖି ଲେଖା ପଢ଼ା କରେ।]