ଟି Ṭi
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — ବାକ୍ୟ ପୂରଣ ଓ ଶବ୍ଦ ଉପରେ ଜୋର୍ ଦେବାପାଇଁ ବ୍ଯବହୃତ ପ୍ରତ୍ୟୟ ବିଶେଷ — A particle used to complete a sentence and give emphasis on a word, corresponding to the English "too"
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — ଅଖିଳ ଜନନୀ ନାସା ମୃଗମଦ କଲୀଟି। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଣ ଗୀତ।
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — ପ୍ରଶ୍ନାର୍ଥକ — Interrogative
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — [ଯଥା—ତୁମ୍ଭେ କାଲି ଫେରି ଆସିବଟି?]
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — ନିଶ୍ଚେ (ନିଶ୍ଚୟାର୍ଥକ) — (a particle used to denote certainty) Certainly
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — ଅବଶ୍ୟ ତା ଛାମୁରେ ନିବେଦନ କଲିଟି—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଣ ଗୀତ।
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — ଆଶାୟାର୍ଥ ପ୍ରକାଶକ — A particle used to indica the speaker's intention
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — ଆଶ୍ରୟ ନୋହିବ ଗୋବର୍ଦ୍ଧନ ଗିରିଟି—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଣ ଗୀତ।
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — (ଆଦରାର୍ଥକ) ଏକମାତ୍ର; ଗୋଟିଏ — Sole; one only
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — ଊହିବି ଏହିଟି ବୋଲି କୃପାକଳ୍ପବଲ୍ଲୀଟି—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଣ ଗୀତ।
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — [ଦ୍ର— କବିସୂର୍ଯ୍ୟ କିଶୋରୀଚମ୍ପୂର 'ଣ' ଗୀତରେ 'ଟି' ର ଭିନ୍ନ ଭିନ୍ନ ପ୍ରୟୋଗର ଉଦାହରଣ ସୁଲଭ ଅଟେ।]
- ଦେ. ଅ. (ସଂ. ହି; ଏହା ଶବ୍ଦପରେ ବ୍ଯବହୃତ ହୁଏ) — (ଆଦରାର୍ଥକ, ବହୁସଂଖ୍ୟାବାଚକ)—ସଂଖ୍ୟକ — Numbering (so many)