ଟିପ Ṭipa
- ଦେ. ବି.— (ସଂ. ଟିପ୍ ଧାତୁ=ଚାଳନ କରିବା, ତୁଳ. ଇଂ. ଟିପ୍ =ଅଗ୍ରଭାଗ) — ଅଙ୍ଗୁଳିର ଅଗ୍ରଭାଗ — Finger-tip
- ଦେ. ବି.— (ସଂ. ଟିପ୍ ଧାତୁ=ଚାଳନ କରିବା, ତୁଳ. ଇଂ. ଟିପ୍ =ଅଗ୍ରଭାଗ) — ଅଙ୍ଗୁଳିର ଅଗ ପବ — The top phalanx of a finger
- ଦେ. ବି.— (ସଂ. ଟିପ୍ ଧାତୁ=ଚାଳନ କରିବା, ତୁଳ. ଇଂ. ଟିପ୍ =ଅଗ୍ରଭାଗ) — ଦୁଇ ଆଙ୍ଗୁଠିର ଅଗ ମଧ୍ୟରେ ଧରା ଯିବା (ନାସ ଆଦିର) ପରିମାଣ — A quantity of powdered thing held between the phalanges of 2 fingers; a pinch (e.g. of snuff.)
- ଦେ. ବି.— (ସଂ. ଟିପ୍ ଧାତୁ=ଚାଳନ କରିବା, ତୁଳ. ଇଂ. ଟିପ୍ =ଅଗ୍ରଭାଗ) — (ଯଥା—ମିଶ୍ରେ ଆପଣେ! ଟିପେ ନାସ ଶୁଘିଂବ କି?)
- ଦେ. ବି.— (ସଂ. ଟିପ୍ ଧାତୁ=ଚାଳନ କରିବା, ତୁଳ. ଇଂ. ଟିପ୍ =ଅଗ୍ରଭାଗ) — ଆଙ୍ଗୁଠିର ଅଗ୍ରଭାଗ ଅନ୍ଯ ବସ୍ତୁ ଦେହରେ ଚାପି ହୋଇ ଯାଇଥିବାର ଚିହ୍ନ — Mark left by the phalanx of the finger; finger-impression
- ଦେ. ବି.— (ସଂ. ଟିପ୍ ଧାତୁ=ଚାଳନ କରିବା, ତୁଳ. ଇଂ. ଟିପ୍ =ଅଗ୍ରଭାଗ) — କରଜପତ୍ର; ତମସୁକ — Bond
- ଦେ. ବି.— (ସଂ. ଟିପ୍ ଧାତୁ=ଚାଳନ କରିବା, ତୁଳ. ଇଂ. ଟିପ୍ =ଅଗ୍ରଭାଗ) — ଟିପଚିହ୍ନ; ପକ୍ଷ, ଆସାମୀ ବା ମୁଦାଲାମାନେ ରାଜକୀୟ ଆଦେଶ ବା ବିଧି ଅନୁସାରେ (ରେଜିଷ୍ଟରିଖାନା ବା ଥାନା ବା ଜେଲଖାନାରେ) ବାମହସ୍ତର ବୁଢ଼ାଆଙ୍ଗୁଠି ଅଗରେ କାଳି ବୋଳି କାଗଜରେ ଯେଉଁ ଚିହ୍ନ ଲଗାନ୍ତି — Left hand thumnb-impression left on a bit of paper
- ଦେ. ବି.— (ସଂ. ଟିପ୍ ଧାତୁ=ଚାଳନ କରିବା, ତୁଳ. ଇଂ. ଟିପ୍ =ଅଗ୍ରଭାଗ) — [ଦ୍ର— ବହୁବର୍ଷ ବ୍ୟାପୀ ବୈଜ୍ଞାନିକ ଗବେଷଣା ଦ୍ୱାରା ଦେଖାଯାଇ ଅଛି ଯେ ପ୍ରତ୍ୟେକ ଲୋକର ଟିପ ଉପରେ ଥିବା ରେଖାମାନ ଅନ୍ଯ ବ୍ଯକ୍ତିର ଟିପର ରେଖା ସଙ୍ଗେ ସମାନ ନୁହେଁ। ଏଥିପାଇଁ ଲଷେ ଲୋକଙ୍କ ଟିପଚିହ୍ନ ମଧ୍ୟରେ କୌଣସି ବିଶିଷ୍ଟ ଲୋକର ଟିପଚିହ୍ନ ବାରି ହେଇ ପଡ଼ିବ। ସାଧାରଣତଃ ଦଲିଲ ଆଦିରେ ବାମହସ୍ତ ବୃଦ୍ଧାଙ୍ଗୁଠିର ଟିପଚିହ୍ନ ଦିଆଯାଏ। ପରୀକ୍ଷା ଦ୍ୱାରା ଦେଖା ଯାଇଅଛି ଯେ ମନୁଷ୍ୟର ହାତର ଦଶଆଙ୍ଗୁଠିରେ ଯେଉଁ ସବୁ ଶଙ୍ଖ ଚକ୍ରାଦି ଆକୃତିର ସରୁ ରେଖା ମାନେ ଅଛି ବୟସବୃଦ୍ଧି ସଙ୍ଗେ ମନୁଷ୍ୟ ଆକାରରେ ବଢ଼ିଲେ ସୁଦ୍ଧା ତହିଁର ରୀତି ବଦଳେ ନାହିଁ। ଏଥିପାଇଁ ଆଜି ଯାହା ହାତରେ ଟିପଚିହ୍ନ ନିଆଯାଇ ଥିବ 10 ବର୍ଷ ପରେ ମଧ୍ୟ ତାହାର ଟିପଚିହ୍ନ ନେଲେ ପ୍ରତ୍ୟେକ ଆଙ୍ଗୁଠିର ଟିପଚିହ୍ନ ମଧ୍ୟରେ ସାମଞ୍ଜସ୍ୟ ଲକ୍ଷିତ ହେବ। ଏଥିପାଇଁ ଦାଗୀ ଓ ବନ୍ଦୀମାନଙ୍କର 10 ଟି ଯାକ ଆଙ୍ଗୁଠିର ଟିପଚିହ୍ନ ନିଆଯାଏ। କିନ୍ତୁ ସାଧାରଣତଃ ଦଲିଲ ମାନଙ୍କରେ କେବଳ ବାଆଁହାତ ବୁଢ଼ାଆଙ୍ଗୁଠିର ଟିପଚିହ୍ନ ନିଆଯାଏ କାହିଁକି? ପରୀକ୍ଷା ଦ୍ୱାରା ଦେଖାଯାଇଅଛି ହାତର ସବୁଆଙ୍ଗୁଠି ମଧ୍ୟରେ ଉକ୍ତ ଆଙ୍ଗୁଠି ଉପରେ ସର୍ବାପେକ୍ଷାକମ୍ କାମ ବା ଚପଟ ପଡ଼େ; ଏଥିପାଇଁ ତାହା କ୍ଷତ ବା ନଷ୍ଟ ହେବାର ସଂଭାବନା ଅନ୍ଯ ଆଙ୍ଗୁଠିମାନଙ୍କ ଅପେକ୍ଷା କମ୍; ଏଥିପାଇଁ ଉକ୍ତ ଆଙ୍ଗୁଠିର ଟିପଚିହ୍ନ ନେଲେ ଭବିଷ୍ୟତରେ ଟିପଚିହ୍ନ ଦେବା ମନୁଷ୍ୟର ଉକ୍ତ ଆଙ୍ଗୁଠିର ଟିପଚିହ୍ନ ପୁଣି ନିଆଯାଇ ଉଭୟ ଟିପଚିହ୍ନକୁ ତୁଳନା କରି ଉକ୍ତ ମନୁଷ୍ୟକୁ ଚିହ୍ନଟ କରି ହେବ, ଏହି ଆଶାରେ ଉକ୍ତ ଆଙ୍ଗୁଠିର ଟିପଚିହ୍ନ ନିଆଯାଏ। କିନ୍ତୁ ପରେ ସେ ଆଙ୍ଗୁଠି କ୍ଷତ ହେଲେ ବା କଟି ଗଲେ ପ୍ରଥମେ ନିଆଯିବା ଟିପଚିହ୍ନଦ୍ୱାରା ଉକ୍ତଲୋକକୁ ଚିହ୍ନଟ କରିବା ଅସଂଭବ।] — [ଦ୍ର— ବହୁବର୍ଷ ବ୍ୟାପୀ ବୈଜ୍ଞାନିକ ଗବେଷଣା ଦ୍ୱାରା ଦେଖାଯାଇ ଅଛି ଯେ ପ୍ରତ୍ୟେକ ଲୋକର ଟିପ ଉପରେ ଥିବା ରେଖାମାନ ଅନ୍ଯ ବ୍ଯକ୍ତିର ଟିପର ରେଖା ସଙ୍ଗେ ସମାନ ନୁହେଁ ଏଥିପାଇଁ ଲଷେ ଲୋକଙ୍କ ଟିପଚିହ୍ନ ମଧ୍ୟରେ କୌଣସି ବିଶିଷ୍ଟ ଲୋକର ଟିପଚିହ୍ନ ବାରି ହେଇ ପଡ଼ିବ ସାଧାରଣତଃ ଦଲିଲ ଆଦିରେ ବାମହସ୍ତ ବୃଦ୍ଧାଙ୍ଗୁଠିର ଟିପଚିହ୍ନ ଦିଆଯାଏ ପରୀକ୍ଷା ଦ୍ୱାରା ଦେଖା ଯାଇଅଛି ଯେ ମନୁଷ୍ୟର ହାତର ଦଶଆଙ୍ଗୁଠିରେ ଯେଉଁ ସବୁ ଶଙ୍ଖ ଚକ୍ରାଦି ଆକୃତିର ସରୁ ରେଖା ମାନେ ଅଛି ବୟସବୃଦ୍ଧି ସଙ୍ଗେ ମନୁଷ୍ୟ ଆକାରରେ ବଢ଼ିଲେ ସୁଦ୍ଧା ତହିଁର ରୀତି ବଦଳେ ନାହିଁ ଏଥିପାଇଁ ଆଜି ଯାହା ହାତରେ ଟିପଚିହ୍ନ ନିଆଯାଇ ଥିବ10ବର୍ଷ ପରେ ମଧ୍ୟ ତାହାର ଟିପଚିହ୍ନ ନେଲେ ପ୍ରତ୍ୟେକ ଆଙ୍ଗୁଠିର ଟିପଚିହ୍ନ ମଧ୍ୟରେ ସାମଞ୍ଜସ୍ୟ ଲକ୍ଷିତ ହେବ ଏଥିପାଇଁ ଦାଗୀ ଓ ବନ୍ଦୀମାନଙ୍କର10ଟି ଯାକ ଆଙ୍ଗୁଠିର ଟିପଚିହ୍ନ ନିଆଯାଏ କିନ୍ତୁ ସାଧାରଣତଃ ଦଲିଲ ମାନଙ୍କରେ କେବଳ ବାଆଁହାତ ବୁଢ଼ାଆଙ୍ଗୁଠିର ଟିପଚିହ୍ନ ନିଆଯାଏ କାହିଁକି? ପରୀକ୍ଷା ଦ୍ୱାରା ଦେଖାଯାଇଅଛି ହାତର ସବୁଆଙ୍ଗୁଠି ମଧ୍ୟରେ ଉକ୍ତ ଆଙ୍ଗୁଠି ଉପରେ ସର୍ବାପେକ୍ଷାକମ୍ କାମ ବା ଚପଟ ପଡ଼େ; ଏଥିପାଇଁ ତାହା କ୍ଷତ ବା ନଷ୍ଟ ହେବାର ସଂଭାବନା ଅନ୍ଯ ଆଙ୍ଗୁଠିମାନଙ୍କ ଅପେକ୍ଷା କମ୍; ଏଥିପାଇଁ ଉକ୍ତ ଆଙ୍ଗୁଠିର ଟିପଚିହ୍ନ ନେଲେ ଭବିଷ୍ୟତରେ ଟିପଚିହ୍ନ ଦେବା ମନୁଷ୍ୟର ଉକ୍ତ ଆଙ୍ଗୁଠିର ଟିପଚିହ୍ନ ପୁଣି ନିଆଯାଇ ଉଭୟ ଟିପଚିହ୍ନକୁ ତୁଳନା କରି ଉକ୍ତ ମନୁଷ୍ୟକୁ ଚିହ୍ନଟ କରି ହେବ, ଏହି ଆଶାରେ ଉକ୍ତ ଆଙ୍ଗୁଠିର ଟିପଚିହ୍ନ ନିଆଯାଏ କିନ୍ତୁ ପରେ ସେ ଆଙ୍ଗୁଠି କ୍ଷତ ହେଲେ ବା କଟି ଗଲେ ପ୍ରଥମେ ନିଆଯିବା ଟିପଚିହ୍ନଦ୍ୱାରା ଉକ୍ତଲୋକକୁ ଚିହ୍ନଟ କରିବା ଅସଂଭବ]
- ଦେ. ବି.— (ସଂ. ଟିପ୍ ଧାତୁ=ଚାଳନ କରିବା, ତୁଳ. ଇଂ. ଟିପ୍ =ଅଗ୍ରଭାଗ) — ତାସ୍ ବା ଗଞ୍ଜପା ସାରରେ 1 ଠାରୁ 10 ପର୍ଯ୍ୟନ୍ତ ସଂଖ୍ୟା ନିର୍ଦ୍ଦେଶକ ବିନ୍ଦୁ — ତାସ୍ ବା ଗଞ୍ଜପା ସାରରେ1ଠାରୁ10ପର୍ଯ୍ୟନ୍ତ ସଂଖ୍ୟା ନିର୍ଦ୍ଦେଶକ ବିନ୍ଦୁ— . points (from 1 to 10) marked on a playing card