ଟିପଣୀ Ṭpaṇī

  • ଦେ. ବି. (ସଂ. ଟିପ୍ପନୀ) — ଟିପଣା (ଦେଖ) — Tipaṇā (See)
  • ଦେ. ବି. (ସଂ. ଟିପ୍ପନୀ) — ସଂକ୍ଷିପ୍ତ ଟୀକା — Short gloss or concise commentary
  • ଦେ. ବି. (ସଂ. ଟିପ୍ପନୀ) — ବୃହଦଶ୍ୱ ବୋଇଲେ ପଚାରୁଛ ଯେବେ, ଟୀକା ଟିପଣୀ ତାହା କରି ଶୁଣ ଏବେ। କୃଷ୍ଣସିଂହ ମହାଭାରତ.ବନ।