ଟିକ Ṭika
- ଦେ. ଅ. (ସଂ. ସ୍ତୋକ) — ଅଳ୍ପ ପରିମାଣ; ସାମାନ୍ୟ; ବକଟେ, ଟି — Little in quantity; small; tiny
- ଦେ. ଅ. (ସଂ. ସ୍ତୋକ) — [ଦ୍ର—ଏହା ବିଶେଷ୍ୟ ପରେ ଯୁକ୍ତ ହୋଇ ସଂଖ୍ୟା, ଆକାର ବା ପରିମାଣର କ୍ଷୁଦ୍ର ତା ବା ଅଳ୍ପତା ବୁଝାଏ, ଯଥା—ପିଲାଟିକ= ଏକମାତ୍ର କ୍ଷୁଦ୍ର ପିଲା, ଦୁଧଟିକ=ଟିକିଏ ଦୁଧ ବା ଅତି ଅଳ୍ପ ମାତ୍ର ଥିବା ଦୁଧ।]
- ଦେ. ବି. ଓ ବିଣ — ଟିକକ (ଦେଖ) — Ṭikaka (See)