ଟିକସ Ṭikasa

  • ବୈଦେ. ବି — (ଇଂ. ଟାକ୍ସ୍) କର; ଶୁକ୍ଳ — Tax; toll; duty
  • ବୈଦେ. ବି — ଗ୍ରା. (ଇଂ. ଟିକେଟ୍) ଅନୁମତି ସୂଚକ କ୍ଷୁଦ୍ର କାଗଜଖୁଣ୍ଡ — Ticket