ଟା Ṭā

  • ଦେ. (ଅବ୍ଯୟ) — (ଅନାଦରାର୍ଥ ପ୍ରତ୍ୟୟ; ଅନ୍ଯ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୋଗ ହେଲେ ସଂଖ୍ୟା ନିର୍ଦ୍ଦେଶ କରେ)— (ଏତେ) ଗୋଟା — (Particle affixed to a word to denote number) So many
  • ଦେ. (ଅବ୍ଯୟ) — (ଯଥା—ଦଶଟା ଲୋକ ଆସିଥିଲେ।)
  • ଦେ. (ଅବ୍ଯୟ) — (ବସ୍ତୁ ନିର୍ଦ୍ଦେଶକ; ବକ୍ତାର ଦୃଢ଼ତାଦ୍ୟୋତକ ବ୍ଯବହାର)—ସେ; ତାହା; ଏହା — (used in emphasis) That; this; it
  • ଦେ. (ଅବ୍ଯୟ) — (ଯଥା—ଗୋରୁଟା ଫସଲ ଖାଇଗଲା।)
  • ଦେ. (ଅବ୍ଯୟ) — [ଦ୍ର—ଏହିପରି ସ୍ଥଳରେ ଆଦରାର୍ଥରେ ଟି ପ୍ରତ୍ୟୟ ହୁଏ।]
  • ଦେ. (ଅବ୍ଯୟ) — (ଏତେ) ଘଣ୍ଟା ବାଜିବା ସମୟ — O'clock
  • ଦେ. (ଅବ୍ଯୟ) — (ଯଥା— 5 ଟା ବେଳ ହେଲାଣି।) — (ଯଥା—5ଟା ବେଳ ହେଲାଣି)