ଟାଡ଼୍ Ṭāṟḍ̠

  • ପ୍ରାଦେ. (ସମ୍ବଲପୁର; ତୁଳ. ହି. ଏହି ଅର୍ଥରେ ଏହି ଶବ୍ଦ) ବି — ସ୍ତ୍ରୀ ମାନଙ୍କର ବାହୁରେ ପିନ୍ଧାଯିବା ଅଳଙ୍କାର ବିଶେଷ; ତାଡ଼ — An ornament for the arm; armlet