ଟାପୁ Ṭāpu
- ଦେ. ବି (ସଂ. ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁ; ଯାହା ଭୂମିରେ ସ୍ଥାପନ କରାଯାଏ) — ଘୋଡ଼ାଙ୍କ ଖୁରା — The hoofs of a horse
- ଦେ. ବି (ସଂ. ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁ; ଯାହା ଭୂମିରେ ସ୍ଥାପନ କରାଯାଏ) — ଜୀବର ପାଦଚିହ୍ନ — Foot-steps of animals
- ଦେ. ବି (ସଂ. ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁ; ଯାହା ଭୂମିରେ ସ୍ଥାପନ କରାଯାଏ) — ଘୋଡ଼ାଙ୍କ ଗୋଡ଼ — The legs of a horse
- ଦେ. ବି (ସଂ. ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁ; ଯାହା ଭୂମିରେ ସ୍ଥାପନ କରାଯାଏ) — ଜୀବର ପାଦ — The foot of an animal
- ଦେ. ବି (ସଂ. ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁ; ଯାହା ଭୂମିରେ ସ୍ଥାପନ କରାଯାଏ) — ଦ୍ୱୀପ — Island
- ଦେ. ବି (ସଂ. ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁ; ଯାହା ଭୂମିରେ ସ୍ଥାପନ କରାଯାଏ) — (ବ୍ୟଙ୍ଗ) ମନୁଷ୍ୟର ଦୁଇ ହାତ ଓ ଦୁଇ ଗୋଡ଼; ଚାରି କାତ — The 2 lags and 2 hands of a man
- ଦେ. ବି (ସଂ. ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁ; ଯାହା ଭୂମିରେ ସ୍ଥାପନ କରାଯାଏ) — (ଯଥା— ଲୋକେ ମିଳି ତାର ଚାରି ଟାପୁ ହାଣି ଦେଲେ।)