ଟାଉନ୍ Ṭāun
- ବୈଦେ. ବି. (ଇଂ) — ସହର; ନଗର — Town
- ବୈଦେ. ବି. (ଇଂ) — [ଦ୍ର—ଏହି ଇଂରାଜି ଶବ୍ଦ ସଙ୍ଗେ ଆହୁରି ଅନେକ ଇଂରାଜି ଓ ବୈଦେଶିକ ଶବ୍ଦମାନ ଲାଗିଥିବା ଇଂରାଜି ଓ ବୈଦେଶିକ ଶବ୍ଦମାନ ଓଡ଼ିଆ ଭାଷାରେ ଚଳିଲାଣି। ଯଥା—ଟାଉନ୍ ଇନ୍ସପେକ୍ଟର୍, ଟାଉନ୍ ଜମାଦାର, ଟାଉନ୍ ସବ୍ଇନ୍ସପେକ୍ଟର, ଟାଉନ୍ ସୁପରିଟେଣ୍ଡେଣ୍ଟ।]