ଟାଇନ୍ Ṭāin

  • ଗ୍ରା. ବୈଦେ. ବି. (ଇଂ. ଟାଇମ୍) — ଟାଇମ୍ (ଦେଖ) — Ṭāim (See)
  • ଗ୍ରା. ବୈଦେ. ବି. (ଇଂ. ଟାଇମ୍) — ସମୟର ନିୟମ ରକ୍ଷା — Punctuality
  • ଗ୍ରା. ବୈଦେ. ବି. (ଇଂ. ଟାଇମ୍) — ସୁବ୍ଯବସ୍ଥା — Good arrangement; method