ଟହଟହ Ṭahaṭaha

  • ଦେ. ଅ. (ସଂ. ଅଟ୍ଟହାସ୍ୟ) — ଉଚ୍ଚହାସ୍ୟ ଧ୍ୱନି — Loud lough
  • ଦେ. ଅ. (ସଂ. ଅଟ୍ଟହାସ୍ୟ) — ହାସ ପ୍ରକାଶ କଲେ ଟହଟହ ହୋଇ—କୃଷ୍ଣସିଂହ. ମହାଭାରତ. ଆଦି।
  • ଦେ. ବିଣର ବିଣ — (ଏହି ଅର୍ଥରେ 'ରଙ୍ଗ ଟହଟହ' ପ୍ରୟୋଗ ହୁଏ) ଅତ୍ୟନ୍ତ ଗାଢ଼ (ରକ୍ତ ବର୍ଣ୍ଣ) — Deep (red)
  • ଦେ. ବିଣର ବିଣ — ସମ୍ପୂର୍ଣ୍ଣ ରୂପେ (ପକ୍ୱ) — Fully (ripe)