ଟଳମଳ Ṭaḻamaḻa

  • ଦେ. ବିଣ. ଓ କ୍ରି. ବିଣ — ଟଳ ଟଳ (ଦେଖ) — Ṭaḻaṭaḻa (See)
  • ଅ. — ଟହ ଟହ (ଦେଖ) — Ṭaha ṭaha (See)
  • ଅ. — ଆଗ ପାଖ ଉପରକୁ ଉଠିଲା ବେଳେ ପଛ ପାଖ ତଳକୁ ଯାଉଥିବା ଓ ତଳ ପାଖ ଉପରକୁ ଉଠିଲା ବେଳେ ଆଗ ପାଖ ତଳକୁ ଯାଉଥିବା; ଢିପିଢିପା — Bobbing