ଟଣା Ṭaṇā

  • ଦେ. ବି. (ସଂ. ତନ ଧାତୁ) — ଟାଣିବା — Drawing out; extending; pulling
  • ଦେ. ବି. (ସଂ. ତନ ଧାତୁ) — ତନ୍ତରେ ଲୁଗା ବୁଣିବା ପାଇଁ ଲମ୍ବ ବାଗର ସୂତା ଦେବା; ଟାଣି — Laying the warp in the loom
  • ଦେ. ବି. (ସଂ. ତନ ଧାତୁ) — [ଦ୍ର—ତନ୍ତରେ ଚଉଡ଼ାବାଗର ସୂତା ଦେବାକୁ ବୁଣା ବା ଭରଣି ବୋଲାଯାଏ।]
  • ଦେ. ବି. (ସଂ. ତନ ଧାତୁ) — (ଶରୀରର) ବେଦନା — Aching pain; throbbing pain; pang
  • ଦେ. ବି. (ସଂ. ତନ ଧାତୁ) — (ଯଥା—କାନଟଣା, ପେଟଟଣା)
  • ବିଣ — ବିସ୍ତାରିତ ହୋଇଥିବା — Drawn; extended; pulled