ଟଣକ Ṭaṇaka

  • ଦେ. ବି. (ସଂ. ତନ ଧାତୁ; ସଂ. ଟଙ୍କ ଧାତୁ) — ବ୍ଯଥାପ୍ରଦ ବଥ; ବ୍ରଣ — Painful boil
  • ଦେ. ବି. (ସଂ. ତନ ଧାତୁ; ସଂ. ଟଙ୍କ ଧାତୁ) — ଚଡ଼ୁ ଉପରେ ଟଣକର ଘା। ପ୍ରବଚନ
  • ଦେ. ବି. (ସଂ. ତନ ଧାତୁ; ସଂ. ଟଙ୍କ ଧାତୁ) — ହାତ ଆଙ୍ଗୁଠିର ଗଣ୍ଠିଦ୍ୱାରା ଶରୀରର ହାଡ଼ୁଆ ସ୍ଥାନରେ କରାଯିବା; ଆଘାତ; ଠଣା — A rap with the knuckles on a bony part of the body
  • ଦେ. ବିଣ — ଟାଣ — Hard