ଟଣକା Ṭaṇakā

  • ଦେ. ବି. (ତନ୍ ଧାତୁର ଣିଜନ୍ତ ତାନି ଧାତୁ= ଆକର୍ଷଣ କରିବା; ବିସ୍ତାରିତ କରିବା) — ଯେଉଁ ଦଉଡ଼ି ଦୁଇ ଗୋଟି ପଦାର୍ଥକୁ ବା ଏକ ପଦାର୍ଥର (ଯଥା— ଶଗଡ଼ର ତାଟୀର) ଦୁଇ ବିପରୀତ ଅଂଶକୁ ପରସ୍ପର ଆଡ଼କୁ ଟାଣି ଧରି ରଖେ — A string which is tied to the two ends of a thing or to two things to bring them towards each other
  • ଦେ. ବି. (ତନ୍ ଧାତୁର ଣିଜନ୍ତ ତାନି ଧାତୁ= ଆକର୍ଷଣ କରିବା; ବିସ୍ତାରିତ କରିବା) — ଶରୀରରେ ଅନୁଭୂତ ବିନ୍ଧା — Aching pain
  • ଦେ. ବି. (ତନ୍ ଧାତୁର ଣିଜନ୍ତ ତାନି ଧାତୁ= ଆକର୍ଷଣ କରିବା; ବିସ୍ତାରିତ କରିବା) — (ଯଥା—କାନ ଟଣକା।)