ଟଙ୍ଗ Ṭaṅga
- ସଂ. ବି. (ଟଙ୍କ୍ ଧାତୁ+କରଣ. ଅ) — ଟାଙ୍ଗିଆ — Hatchet
- ସଂ. ବି. (ଟଙ୍କ୍ ଧାତୁ+କରଣ. ଅ) — ସୋହାଗା — Borax
- ସଂ. ବି. (ଟଙ୍କ୍ ଧାତୁ+କରଣ. ଅ) — ଖଣତା — Hoe; spud
- ସଂ. ବି. (ଟଙ୍କ୍ ଧାତୁ+କରଣ. ଅ) — ଜଙ୍ଘ; ଫଡ଼ିଆ — Thigh; part of the leg between the knee and buttock
- ସଂ. ବି. (ଟଙ୍କ୍ ଧାତୁ+କରଣ. ଅ) — 4 ମସା ପରିମାଣ — 4ମସା ପରିମାଣ— . A standard of weight; 68 grains troy
- ସଂ. ବି. (ଟଙ୍କ୍ ଧାତୁ+କରଣ. ଅ) — ଗୋଡ଼ର ପେଣ୍ଡା (ହି. ଶବ୍ଦସାଗର) — The calf of the leg
- ଦେ. ବିଣ. (ସଂ. ତୁଙ୍ଗ ଓ. ଫା ତଙ୍ଗ୍=ଟାଣୁଆ, ସିଧା) — ସର୍ବୋଚ୍ଚ — Heighest
- ଦେ. ବିଣ. (ସଂ. ତୁଙ୍ଗ ଓ. ଫା ତଙ୍ଗ୍=ଟାଣୁଆ, ସିଧା) — (ଯଥା—ଟଙ୍ଗ ଡାଳରେ ଆମ୍ବ ଅଛି।)
- ଦେ. ବିଣ. (ସଂ. ତୁଙ୍ଗ ଓ. ଫା ତଙ୍ଗ୍=ଟାଣୁଆ, ସିଧା) — ଦୁଇ ପାଖ ଭୂମିରେ ଠିକ୍ ମତେ ନ ଲାଗି ମଝିଟା କୁଜ ଥିବାରୁ ହଲଚଲ ହେଉଥିବା (ପଥର ଆଦି) — Not securely set; bobbing (as an uneven stone when set on the ground); touching the ground in the middle but not at both ends
- ଦେ. ବିଣ. (ସଂ. ତୁଙ୍ଗ ଓ. ଫା ତଙ୍ଗ୍=ଟାଣୁଆ, ସିଧା) — ଢଙ୍ଗ; କ୍ରୋଧ ଦ୍ୱାରା ଯାହାର ଦେହ ଉନ୍ନତ ବା ସିଧା ହୋଇଅଛି — With the body stiffened with anger
- ଦେ. ବିଣ. (ସଂ. ତୁଙ୍ଗ ଓ. ଫା ତଙ୍ଗ୍=ଟାଣୁଆ, ସିଧା) — ଉଦ୍ରିକ୍ତ (ଲିଙ୍ଗ) — Stiffened and erect (male organ)
- ଦେ. ବିଣ. (ସଂ. ତୁଙ୍ଗ ଓ. ଫା ତଙ୍ଗ୍=ଟାଣୁଆ, ସିଧା) — ଦୃଢ଼ — Stiff