ଟଙ୍କନ Ṭaṅkana

  • ସଂ. ବି (ଟଙ୍କ୍ ଧାତୁ+ଭାବ. ଅନ) — ଟାଙ୍ଗଣା — Borax
  • ସଂ. ବି (ଟଙ୍କ୍ ଧାତୁ+ଭାବ. ଅନ) — ଉଲ୍ଲେଖ — Mention
  • ସଂ. ବି (ଟଙ୍କ୍ ଧାତୁ+ଭାବ. ଅନ) — ଟଙ୍କା — Rupee
  • ସଂ. ବି (ଟଙ୍କ୍ ଧାତୁ+ଭାବ. ଅନ) — ବନ୍ଧନ — Binding