ଟକ Ṭaka

  • ଦେ. ବି. (ସଂ. ତକ୍ର) — ଖଟା ପଦାର୍ଥ — Sour or acid article
  • ଦେ. ବି. (ସଂ. ତକ୍ର) — କୌଣସି ବିଶେଷ ଖାଦ୍ୟ ଖାଇବା ନିମନ୍ତେ ଆଗ୍ରହାତିଶଯ୍ୟ ବା ଳାଳଶା; ଟକର — Vehement or inordinate desire for a particular food
  • ଦେ. ବି. (ସଂ. ତକ୍ର) — (ଯଥା—ତାର ମାଛରେ ଭାରି ଟକ।)
  • ଦେ. ବିଣ. — ଖଟା — Acidish; sour