ଟକଳା Ṭakaḻā
- ଦେ. ବିଣ. ପୁଂ — ଯେଉଁ ଲୋକ ଖାଇବା ପାଇଁ ଅତ୍ୟନ୍ତ ଲଳାୟିତ ବା କୌଣସି ବିଶେଷ ଖାଦ୍ୟ ଦ୍ରବ୍ୟ ପ୍ରତି ଅତ୍ୟନ୍ତ ଲୋଭୀ — Having inordinate hankering after food; impatient for food
- ଦେ. ବିଣ. ପୁଂ — ଯେଉଁ ଲୋକ ପେଟ ଭିତରେ କୌଣସି କଥା ବହୁକାଳ ଗୋପନ କରି ରଖିବାପାରେ ନାହିଁ — One who can not keep secrets; babbler; tattler