ଟଉ Ṭau
- ଦେ. ବି — ଦସ୍ତା ଧାତୁ — Zinc
- ଦେ. ବି — ରାଙ୍ଗା ମିଶ୍ରିତ ଧାତୁ — Pewter
- ଦେ. ବି — [ଦ୍ର—ଏଥିରେ ଗରିବ ଲୋକଙ୍କ ବ୍ଯବହାରପଯୋଗୀ ପାନପାତ୍ରାଦି ଓ ଅଳଙ୍କାର ନିର୍ମିତ ହୁଏ; ଏଥିରେ 4 ଭାଗ ଟିଣ ବା ରାଙ୍ଗା ଓ ଏକ ଭାଗ ଶୀଶା ମିଶୀଥାଏ; ସମୟସମୟରେ ଟିଣ ସଙ୍ଗେ ତମ୍ବା ଓ ଆଣ୍ଟିମନୀ ନାମକ ଧାତୁ ମିଶାଯାଏ।] — [ଦ୍ର—ଏଥିରେ ଗରିବ ଲୋକଙ୍କ ବ୍ଯବହାରପଯୋଗୀ ପାନପାତ୍ରାଦି ଓ ଅଳଙ୍କାର ନିର୍ମିତ ହୁଏ; ଏଥିରେ4ଭାଗ ଟିଣ ବା ରାଙ୍ଗା ଓ ଏକ ଭାଗ ଶୀଶା ମିଶୀଥାଏ; ସମୟସମୟରେ ଟିଣ ସଙ୍ଗେ ତମ୍ବା ଓ ଆଣ୍ଟିମନୀ ନାମକ ଧାତୁ ମିଶାଯାଏ]