ଝଡ଼ Jhaṟḍ̠a

  • ଦେ. ବି. (ସଂ. ଝଟ ଧାତୁ=ଗଦା କରିବା) — ବାତ୍ୟା; ତୋଫାନ; ଝଞ୍ଜାବାତ — Highwind; storm; tempest
  • ଦେ. ବି. (ସଂ. ଝଟ ଧାତୁ=ଗଦା କରିବା) — ଅବିଶ୍ରାନ୍ତ ବୃଷ୍ଟି ସହ ପ୍ରବଳ ବାତ୍ୟା — Continuous wind and rain