ଝୋଲା Jholā
- ଦେ. ବି. (ସଂ. ଦୁଳ ଧାତୁ) — ଏକପ୍ରକାର ଯାନ; ଝୁଲା — A Swinging sedan chair
- ଦେ. ବି. (ସଂ. ଦୁଳ ଧାତୁ) — । ବଡ଼ ଥଳିଆ — 2. A big bag
- ଦେ. ବି. (ସଂ. ଦୁଳ ଧାତୁ) — ପତଳା ଚାଦର — A thin sheet
- ଦେ. ବି. (ସଂ. ଦୁଳ ଧାତୁ) — କୁସୁମ ପାଖୁଡ଼ା ବିଞ୍ଚି ଝୋଲା ପକାଇ— ଦୀନକୃଷ୍ଣ, ରସକଲ୍ଲୋଳ।
- ଦେ. ବି. (ସଂ. ଦୁଳ ଧାତୁ) — ଲୁଗାର ମୁଣି ବା ଥଳି; ଝୁଲା — Wallet; pouch; bag of cloth
- ଦେ. ବି. (ସଂ. ଦୁଳ ଧାତୁ) — [ଦ୍ର— ଏହା ଦେହରେ ଦଉଡ଼ି ଲଗାଇ ଏହାକୁ କାନ୍ଧରୁ କଡ଼ପଟେ ଝୁଲାଇବାକୁ ହୁଏ। କନିଷ୍ଟବଳ ଓ ପଲ୍ଟଣମାନେ ଏହାକୁ ବ୍ଯବହାର କରନ୍ତି।]
- ଦେ. ବି. (ସଂ. ଦୁଳ ଧାତୁ) — ଜପମାଳି ରହିବାର ମୁଣି — A pouch containing rosaries
- ଦେ. ବି. (ସଂ. ଦୁଳ ଧାତୁ) — ଭିକ୍ଷୁକର ମୁଣି; ଭିକ୍ଷାଝୁଲି — Beggar's wallet