ଝୋପ Jhopa

  • ଦେ. ବି (ସଂ. କ୍ଷୁପ) — ବୁଦା — Bush; shrub
  • ଦେ. ବି (ସଂ. କ୍ଷୁପ) — କ୍ଷୁଦ୍ର ଗଛ — Plant
  • ଦେ. ବି (ସଂ. କ୍ଷୁପ) — ବହୁଶାଖ କ୍ଷୁଦ୍ର ବୃକ୍ଷ; ଝାମ୍ପୁଡ଼ା ଗଛ — Bushy plant