ଝୋପଡ଼ି Jhopaṟḍ̠i

  • ଦେ. ବିଣ (ସଂ. କ୍ଷୁପ) — ବୁଦିବୁଦିକିଆ; କ୍ଷୁପ ବହୁଳ (ବଣ) — Bushy; shrubby; full of bushes
  • ଦେ. ବିଣ (ସଂ. କ୍ଷୁପ) — ବୁଦା ପରି ଛୋଟ ଓ ଚାରିଆଡ଼କୁ ଚାଳର ଓଳି ଓହୋଳି ପଡ଼ିଥିବା (ଘର) — Low and bushy; mean (hut)