ଝୋଟି Jhoṭi

  • ଦେ. ବି — ଝୁଟି (ଦେଖ) — Jhuṭi (See)
  • ଦେ. ବି — କଟିଭାଗେ ମାତ୍ର ଶୋଭେ ବସ୍ତ୍ରଖଣ୍ଡି ଶ୍ୟାମପାତ୍ରେ ଝୋଟି ଦେଇଛନ୍ତି ମଣ୍ଡି—ତାରିଣୀଚରଣ, ଋଷିକୁଲ୍ୟା।