ଝୁଲଣା Jhulaṇā

  • ଦେ. ବି. (ସଂ. ଦୋଳନ) — ଝୁମ୍ପା; ଫୁଲି — Tassel
  • ଦେ. ବି. (ସଂ. ଦୋଳନ) — ଦୋଳି — Cradle; a swing
  • ଦେ. ବି. (ସଂ. ଦୋଳନ) — ଝରା ବଉଳା ରତ୍ନ ରଜେ ଝୁଲଣା ରାଧାକୃଷ୍ଣ ଯେ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।