ଝୁଣା Jhuṇā

  • ଦେ. ବି (ସଂ. ଧୂନକ) — ସାଳବୃକ୍ଷର ସୁଗନ୍ଧ ନିର୍ଯ୍ୟାସ — Resin
  • ଦେ. ବି (ସଂ. ଧୂନକ) — ଝୁଣା ଲାଗି ହତ ହୋଇ ପୁଳିନ କୁଠାରେ। ରାଧାନାଥ, ମହାଯାତ୍ରା।
  • ଦେ. ବି (ସଂ. ଧୂନକ) — [ଦ୍ର—ଏଥିର ଚୂର୍ଣ୍ଣକୁ ରଡ଼ ନିଆଁରେ ପକାଇଲେ ସୁଗନ୍ଧ ଧୁଆଁ ଉଠେ।]
  • ଦେ. ବି (ସଂ. ଧୂନକ) — ଚନ୍ଦରସ (ଦେଖ) — Chandarasa (See)
  • ଦେ. ବି (ସଂ. ଧୂନକ) — ଦାନ୍ତ ଦ୍ୱାରା ଜୋରରେ ଆଘାତ କରି ଓଟାରିବା; ଝୁଣିବା — Pulling a thing by pressing with the teeth
  • ଦେ. ବି (ସଂ. ଧୂନକ) — ଜୋର୍ପୂର୍ବକ ଦୋହିଁବା — To milk with much pressure
  • ଦେ. ବି (ସଂ. ଧୂନକ) — (ସଂ. ଝୁଣୀ)—ଶୁଖିଲା ନଡ଼ିଆ; ଖୁରୁଡ଼ ନଡ଼ିଆ — Dried cocoanut