ଝୁଟ୍ Jhuṭ

  • ଦେ. ବିଣ (ସଂ. ଅଯୁକ୍ତ, ପ୍ରା. ଅଜୁତ୍ତ) — ସତ୍ୟଲଂଘନକାରୀ — Transgressing one's promise
  • ଦେ. ବିଣ (ସଂ. ଅଯୁକ୍ତ, ପ୍ରା. ଅଜୁତ୍ତ) — ମିଥ୍ୟାବାଦୀ — Lying
  • ଦେ. ବିଣ (ସଂ. ଅଯୁକ୍ତ, ପ୍ରା. ଅଜୁତ୍ତ) — ମିଥ୍ୟା — False; untrue
  • ଦେ. ବିଣ (ସଂ. ଅଯୁକ୍ତ, ପ୍ରା. ଅଜୁତ୍ତ) — କୃତ୍ତ୍ରିମ — Forged; not genuine
  • ବି — ମିଥ୍ୟା କଥା — False-hood