ଝାଡ଼ା ତଲବ Jhāṟḍ̠ā talaba

  • ଦେ. ବି. (ହି. ଝାଡ଼ା+ଆ. ତଲବ) — ପୋଖରୀ ମାଡ଼ିବା; ମଳତ୍ୟାଗ କରିବା ନିମନ୍ତେ ବେଗ ଦେଖାଇବା; ମଳୋତ୍ସର୍ଗର ବେଗ; ଗୁରୁ ଶଙ୍କା — A tendency of easing one's self
  • ଦେ. ବି. (ହି. ଝାଡ଼ା+ଆ. ତଲବ) — [ଝାଡ଼ାଦେଖା(ଖେ)ଇବା, ମାଡ଼ିବା—ଅନ୍ଯରୂପ]