ଝାଡ଼ଣ Jhāṟḍ̠aṇa

  • ଦେ. ବି. (ସଂ. ଝଟ ଧାତୁ=ଗଦା ହେବା) — ଯାହାଦ୍ୱାରା ଘର ବା ଘରର ଉପକରଣମାନଙ୍କରୁ ଧୂଳି ଝାଡ଼ନ୍ତି; ପୋଛା, ସମ୍ମାର୍ଜ୍ଜନୀ — A duster
  • ଦେ. ବି. (ସଂ. ଝଟ ଧାତୁ=ଗଦା ହେବା) — ଝାଡ଼ିବା କର୍ମ; ଝଡ଼ା — Act of shaking off dusting or cleansing
  • ଦେ. ବି. (ସଂ. ଝଟ ଧାତୁ=ଗଦା ହେବା) — ଗାଳି ବୃଷ୍ଟି; ସୋଧନ — A shower of rebukes or abuses