ଝାଟୁଆ Jhāṭuā
- ଦେ. ବି. (ସଂ. ଝାଟ=ମାର୍ଜନା) — ଛାଞ୍ଚୁଣୀ — Sweeping mop
- ଦେ. ବି. (ସଂ. ଝାଟ=ମାର୍ଜନା) — ଛାଞ୍ଚୁଣୀ ଦ୍ୱାରା ଓଳିଆ ହୋଇଥିବା ଅଳିଆ ବା ଆବର୍ଜ୍ଜନା — Sweepings
- ଦେ. ବିଣ. ପୁଂ. (ସଂ ଦୁଷ୍ଟ) — ଧିଟ (ବ୍ଯକ୍ତି) — Pertinacious
- ଦେ. ବିଣ. ପୁଂ. (ସଂ ଦୁଷ୍ଟ) — ଯେ ଅଡ଼ୁଆ ଲଗାଏ — Creating complications