ଝଷ Jhasha
- ସଂ. ବି. (ଝଷ୍ ଧାତୁ+କର୍ମ. ଅ) — ମାଛ; ମତ୍ସ୍ୟ — Fish
- ସଂ. ବି. (ଝଷ୍ ଧାତୁ+କର୍ମ. ଅ) — ଝଷମାନେ ତହିଁରେ ହୋଇଣ ଆକୁଳ। କବିସୂର୍ଯ୍ୟ, ମହାଭାରତ, ଆଦି।
- ସଂ. ବି. (ଝଷ୍ ଧାତୁ+କର୍ମ. ଅ) — ଗ୍ରୀଷ୍ମ; ତାପ — Heat; warmth
- ସଂ. ବି. (ଝଷ୍ ଧାତୁ+କର୍ମ. ଅ) — ବନ — Forest
- ସଂ. ବି. (ଝଷ୍ ଧାତୁ+କର୍ମ. ଅ) — ଜ୍ୟୋତିଷୋକ୍ତ ମୀନ ରାଶି — The zodiacal sign of Piscus
- ସଂ. ବି. (ଝଷ୍ ଧାତୁ+କର୍ମ. ଅ) — ଜ୍ୟୋତିଷୋକ୍ତ ମକର ରାଶି — The zodiacal sing of Capricornus (Apte)
- ସଂ. ବି. (ଝଷ୍ ଧାତୁ+କର୍ମ. ଅ) — ମରୁଭୂମି — A desert (Apte)
- ସଂ. ବି. (ଝଷ୍ ଧାତୁ+କର୍ମ. ଅ) — ଭୟଙ୍କର ଅରଣ୍ୟ — A dreary forest (Apte)
- ସଂ. ବି. (ଝଷ୍ ଧାତୁ+କର୍ମ. ଅ) — ମକର, ମଗର (ହି. ଶବ୍ଦସାଗର) — The seal; a marine animal