ଝମ୍ପା Jhampā
- ସଂ. ବି — ଝମ୍ପ (ଦେଖ) — Jhampa (See)
- ସଂ. ବି — ଝାମ୍ପିବା; ଜବରଦସ୍ତି ଛଡ଼ାଇ ନେବା; ବଳପୂର୍ବକ ଅପହରଣ — Kidnapping; snatching away; forcible taking away
- ସଂ. ବି — ଶୋଭିନୀ ସାରୀ ସିଦ୍ଧ ମଠାଲିଙ୍ଗନ ଜ୍ଞାନ ଝମ୍ପା ରୂପକହିଁ । ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।
- ଦେ. ବି. ଝୁମ୍ପା (ଦେଖ) — Jhumpā (See)