ଝବା Jhabā
- ଦେ. ବି — ଛୋଟ ମାଠିଆ ବା କଳସୀ — Small pitcher or jar
- ଦେ. ବି — କିଆରୀରେ ଧାନ ବା ଅନ୍ଯ ଶସ୍ୟ ଗଛମାନ ଏକ ଏକ ସ୍ଥାନରେ ବହଳ ହୋଇ ଓ ଏକ ଏକ ସ୍ଥାନରେ ପତଳା ହୋଇ ଉଠିଥିବା ଅବସ୍ଥା — The state of paddy or other corn plants growing thickly at one place and thinly at other places in a field
- ଦେ. ବିଣ — ଏକ ଅଂଶରେ ବହଳିଆ ଓ ଏକ ଅଂଶରେ ପତଳା ହୋଇ ଧାନ ବା ଅନ୍ଯ ଶସ୍ୟ ଗଛ ଉଠିଥିବା ଅବସ୍ଥାଯୁକ୍ତ (କିଆରୀ) — (corn field) With plants growing up very irregularly
- ଦେ. ବିଣ — (ଯଥା—ଏ ବର୍ଷ ମୋ ମୁଗକ୍ଷେତରେ ପୋକ ଲାଗି ଝବା ହୋଇଗଲା।)
- ପ୍ରାଦେ. (ସମ୍ବଲପୁର) ବି — ସ୍ତ୍ରୀଲୋକମାନଙ୍କର ଅଳକା ପରି କପାଳରେ କେଶ ଉପରେ ପିନ୍ଧିବା ରୁପାର ଅଳଙ୍କାର- ବିଶେଷ — A silver ornament worn by females on the head over the hair