ଝପ୍ Jhap
- ଦେ. କ୍ରି. ବିଣ (ସଂ. ଝଟିତି; ଜବ; କ୍ଷିପ୍ର; ତୁଳ ସଂ. ଝଂପ) — ଅତିଶୀଘ୍ର; ତୁରନ୍ତ; ଝଟ୍; ହଠାତ୍; କ୍ଷଣମାତ୍ର ବିଳମ୍ବ ନ କରି; ଝଟିତି — Speedily; hastily immediately; quickly; briskly; at once in a whit
- ଦେ. କ୍ରି. ବିଣ (ସଂ. ଝଟିତି; ଜବ; କ୍ଷିପ୍ର; ତୁଳ ସଂ. ଝଂପ) — ଝପ୍ ଝପ୍ (ଦେଖ) — Jhap-jhap (See)
- ଦେ. କ୍ରି. ବିଣ (ସଂ. ଝଟିତି; ଜବ; କ୍ଷିପ୍ର; ତୁଳ ସଂ. ଝଂପ) — ପାଣିରେ କାଠ ଆଦି ପଡ଼ିବା ଶବ୍ଦ — Splashing sound; swish