ଝନ୍ଝନ୍ Jhan-jhan

  • ଦେ. ଅ ଓ ବି (ଧ୍ୱନ୍ୟନୁକରଣ) — ଝଣ୍ ଝଣ୍ ଶବ୍ଦ— (ଯଥା ଲୁହା ଶିକୁଳିର ଚାଳନ ଜନିତ ଶବ୍ଦ) — A bang; a clap; metallic clank
  • ଦେ. ଅ ଓ ବି (ଧ୍ୱନ୍ୟନୁକରଣ) — ପତନେ କବଚ ଗାତ୍ରେ ବଜାଇ ଝନ୍ ଝନ। ରାଧାନାଥ, ବେଣୀସଂହାର।
  • ଦେ. ଅ ଓ ବି (ଧ୍ୱନ୍ୟନୁକରଣ) — ଶୁଷ୍କ ଦ୍ରବ୍ଯାଦିର ପରସ୍ପର ଘାତପ୍ରତିଘାତ ଶବ୍ଦ— (ଯଥା—ବାଉଁଶନଳ ମଧ୍ୟରେ ଗୁଡ଼ିଏ ଶୁଖିଲା ମଞ୍ଜି ପୁରାଇ ହଲାଇବାର ଶବ୍ଦ) — The sound of many hard and dry things striking each other (as seeds in a dry pod)