ଝଣ୍ଡା Jhaṇḍā

  • ଦେ. ବି—(ସଂ. ଜୟନ୍ତ; ସଂ. ଦଣ୍ଡ) — ମାଳା; ଧଣ୍ଡା — Garland
  • ଦେ. ବି—(ସଂ. ଜୟନ୍ତ; ସଂ. ଦଣ୍ଡ) — ପତାକାଯୁକ୍ତ ଦଣ୍ଡ — Flagstaff
  • ଦେ. ବି—(ସଂ. ଜୟନ୍ତ; ସଂ. ଦଣ୍ଡ) — ସୋରବାସିଙ୍କର ଦୂରିତ ବାରକ ମଙ୍ଗଳ ଝଣ୍ଡାରୂପେ ଚମକଇ ଯହିଁ ଉଗ୍ରଚଣ୍ଡା ଖେଳାଇ ଖଣ୍ଡା। ରାଧାନାଥ, ଉଷା।
  • ଦେ. ବି—(ସଂ. ଜୟନ୍ତ; ସଂ. ଦଣ୍ଡ) — ପତାକା — Flag