ଝଟିତି Jhaṭiti
- ସଂ. କ୍ରି. ବିଣ. (ଝଟ ଧାତୁ=ଗଦା ହେବା+କର୍ତ୍ତୃ. ଇତି) — ଅତି ଶୀଘ୍ର — Immediately; in no time; sharp
- ସଂ. କ୍ରି. ବିଣ. (ଝଟ ଧାତୁ=ଗଦା ହେବା+କର୍ତ୍ତୃ. ଇତି) — ଦ୍ରୁତବେଗରେ — Quickly
- ସଂ. କ୍ରି. ବିଣ. (ଝଟ ଧାତୁ=ଗଦା ହେବା+କର୍ତ୍ତୃ. ଇତି) — ଝଟତି ଆକାଶରେ ତହୁଁ ଘୋଟି ଗଲେ—କୃଷ୍ଣସିଂହ, ମହାଭାରତ, ଆଦି।