ଝଟକାଇବା Jhaṭakāibā

  • ଦେ. କ୍ରି (ସଂ. ଝଟିତି) — ଝଟକାମାରିବା; ଲାଙ୍ଗୁଡ଼ଆଦିଦ୍ୱାରା ଜୋରରେ ହଠାତ୍ ଆଘାତ କରିବା — To flap or whisk (as the tail or wing.)
  • ଦେ. କ୍ରି (ସଂ. ଝଟିତି) — (ଝଟକିବାର ଣିଜନ୍ତରୂପ)—ଆଭାଯୁକ୍ତ ବା ଚିକ୍ଚିକ୍ କରାଇବା — To burnish; to impart glow to a thing