ଝଞ୍ଜନା Jhan̄janā

  • ସଂ. ବି. (ଝମ+ଝନ୍. ଧ୍ୱନ୍ୟନୁକରଣ ଧ୍ୱନି+ଅ+ସ୍ତ୍ରୀ. ଆ) ବିଜୁଳି, ବିଦ୍ୟୁତ୍ — Lightning
  • ସଂ. ବି. (ଝମ+ଝନ୍. ଧ୍ୱନ୍ୟନୁକରଣ ଧ୍ୱନି+ଅ+ସ୍ତ୍ରୀ. ଆ) ବଜ୍ର — Thunder
  • ସଂ. ବି. (ଝମ+ଝନ୍. ଧ୍ୱନ୍ୟନୁକରଣ ଧ୍ୱନି+ଅ+ସ୍ତ୍ରୀ. ଆ) ବଜ୍ରପାତ ଧ୍ୱନି — Sound of thunder