ଝକ୍କି Jhakki
- ଦେ. ବି. (ସଂ. ଧୁକ୍ଷ ଧାତୁ=କ୍ଳେଶନ, ସନ୍ଦୀପନ) — ଝୁଙ୍କି; ଗୁରୁ ଦାୟିତ୍ୱ — Grave responsibility
- ଦେ. ବି. (ସଂ. ଧୁକ୍ଷ ଧାତୁ=କ୍ଳେଶନ, ସନ୍ଦୀପନ) — କଷ୍ଟ; ଦୁଃଖ; କ୍ଳେଶ — Botheration; trouble
- ଦେ. ବି. (ସଂ. ଧୁକ୍ଷ ଧାତୁ=କ୍ଳେଶନ, ସନ୍ଦୀପନ) — ଝୁଙ୍କ; ଜିଗର; ଜିଦି — Pertinacity; waywardness
- ଦେ. ବି. (ସଂ. ଧୁକ୍ଷ ଧାତୁ=କ୍ଳେଶନ, ସନ୍ଦୀପନ) — ଖିୟାଲ — Whim; caprice
- ବିଣ — ଜିଗରବାଜ୍; ଏକଜିଦିଆ — Wayward; pertinacious
- ବିଣ — ଅବ୍ଯବସ୍ଥିତଚିତ୍ତ — Whimsical; capricious