ଜଡ଼କର Jaṟḍ̠akara

  • ସଂ. ବି. (ବହୁବ୍ରୀହି; ଜଡ଼=ଶୀତଳ ଅଟେ କର=କିରଣ ଯାହାର) — ଚନ୍ଦ୍ର — The moon
  • ସଂ. ବି. (ବହୁବ୍ରୀହି; ଜଡ଼=ଶୀତଳ ଅଟେ କର=କିରଣ ଯାହାର) — ବଦନରେ ଜଡ଼କର ପ୍ରଶଂସା। ଉପେନ୍ଦ୍ରଭଞ୍ଜ, ବୈଦେହୀଶବିଳାସ।