ଜ୍ୟା Jyā
- ସଂ. ବି. ସ୍ତ୍ରୀ (ଜ୍ୟା ଧାତୁ+କର୍ତ୍ତୃ. କ୍ୱିପ୍; ଯାହା କ୍ରମଶଃ ଜୀର୍ଣ୍ଣ ବା କ୍ଷୟ ହୁଏ) — ଧନୁର ଗୁଣ — Bow-string
- ସଂ. ବି. ସ୍ତ୍ରୀ (ଜ୍ୟା ଧାତୁ+କର୍ତ୍ତୃ. କ୍ୱିପ୍; ଯାହା କ୍ରମଶଃ ଜୀର୍ଣ୍ଣ ବା କ୍ଷୟ ହୁଏ) — ପୃଥିବୀ — The earth
- ସଂ. ବି. ସ୍ତ୍ରୀ (ଜ୍ୟା ଧାତୁ+କର୍ତ୍ତୃ. କ୍ୱିପ୍; ଯାହା କ୍ରମଶଃ ଜୀର୍ଣ୍ଣ ବା କ୍ଷୟ ହୁଏ) — ବିଦିତ ଜ୍ୟା ଜାମାତା ମୁଁ ଦୈତ୍ୟାରି ବୋଲାଇ ବଧ କବନ୍ଧ କରିଛି ଯିବୁ ଆଜ କାହିଁ? ଭଞ୍ଜ, ବୈଦେହୀଶ ବିଳାସ।
- ସଂ. ବି. ସ୍ତ୍ରୀ (ଜ୍ୟା ଧାତୁ+କର୍ତ୍ତୃ. କ୍ୱିପ୍; ଯାହା କ୍ରମଶଃ ଜୀର୍ଣ୍ଣ ବା କ୍ଷୟ ହୁଏ) — ମାତା — Mother
- ସଂ. ବି. ସ୍ତ୍ରୀ (ଜ୍ୟା ଧାତୁ+କର୍ତ୍ତୃ. କ୍ୱିପ୍; ଯାହା କ୍ରମଶଃ ଜୀର୍ଣ୍ଣ ବା କ୍ଷୟ ହୁଏ) — (ଜ୍ୟାମିତି) ଚାପର ପ୍ରାନ୍ତଦ୍ୱୟକୁ ଯୋଗ କରିଥିବା ସରଳରେଖା — (geometry) The chord of an arc
- ଦେ. ବି — ଜିଆ; ଜିଆନାଡ଼ି; ମହୀଲତା — Earth-worm